ଆଜି ପିପିଲି ଉପନିର୍ବାଚନ: ନିର୍ଣ୍ଣୟ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

୩୪୮ ବୁଥ୍‌ରେ ୨.୩୦ ଲକ୍ଷ ମତଦାତା, ଜଗିବେ ୨ ହଜାର ସୁରକ୍ଷା କର୍ମୀ ପୁରୀ : ଦୁଇ ଦୁଇଥର ବାତିଲ୍‌ ହେବାପରେ ଆଜି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସମୁଦାୟ ୨ ଲକ୍ଷ ୩୦ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ … Continue reading ଆଜି ପିପିଲି ଉପନିର୍ବାଚନ: ନିର୍ଣ୍ଣୟ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ